ଅଲିମ୍ପିକ ରୌପ୍ୟ ପଦକ ବିଜେତା ଚାନୁଙ୍କୁ ଆଜୀବନ ମାଗଣାରେ ଯୋଗାଇବ ପିଜା : ଡୋମିନୋଜ

ନୂଆଦିଲ୍ଲୀ: ଭାରେ‌ତ୍ତୋଳନ ତାରକା ମୀରାବାଇ ଚାନୁ ଟୋକିଓରେ ଭାରତ ପାଇଁ ପ୍ରଥମ ପଦକ ଜିତି ଭାରତୀୟଙ୍କୁ ଗୌରବାନ୍ୱିତ କରିଛନ୍ତି। ସେ ପଦକ ଜିତିବା ପରେ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ, ସେ ବହୁଦିନ ହେବ ପିଜା ଖାଇନାହାନ୍ତି। ତାଙ୍କର ପିଜା ଖାଇବାର ଇଚ୍ଛାକୁ ଦେଖି ଦେଶର ଲୋକପ୍ରିୟ ପିଜା ବିକ୍ରି କରୁଥିବା କମ୍ପାନି ‘ଡୋମିନୋଜ’ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଡୋମିନୋଜ ପକ୍ଷରୁ … Continue reading ଅଲିମ୍ପିକ ରୌପ୍ୟ ପଦକ ବିଜେତା ଚାନୁଙ୍କୁ ଆଜୀବନ ମାଗଣାରେ ଯୋଗାଇବ ପିଜା : ଡୋମିନୋଜ